ବରିଷ୍ଠ କଂଗ୍ରେସ ନେତା ଦିଗ୍ ବିଜୟ ସିଂହଙ୍କ ବିରୁଦ୍ଧରେ ରେ ମାମଲା ରୁଜୁ

ଭୋପାଳ : ସରକାରଙ୍କ ଆଦେଶ ଉଲଂଘନ ମାମଲାରେ ଆଇପିସିର ଭିନ୍ନ ଭିନ୍ନ ଧାରାରେ କଂଗ୍ରେସ ନେତା ଦିଗ୍ ବିଜୟ ସିଂହ ଓ କଂଗ୍ରେସ ଅଧ୍ୟକ୍ଷ କୈଳାଶ ମିଶ୍ରାଙ୍କ ନାଁରେ ମାମଲା ରୁଜୁ ହୋଇଛି । ପେଟ୍ରୋଲ ଡ଼ିଜେଲ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ଆଧାର କରି କଂଗ୍ରେସ ପକ୍ଷରୁ ଜୋର୍ଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଦୁଇ ବରିଷ୍ଠ ନେତାଙ୍କ ସହ ୧୫୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ବୁଧୁବାର ଦିଗବିଜୟ ଙ୍କ ଆହ୍ୱାନ କ୍ରମେ ଶତାଧିକ କଂଗ୍ରେସ କର୍ମି ଏକାଠିହୋଇ ସାମାଜିକ ଦୂରତ୍ୱ ରକ୍ଷା ନକରି ସାଇକେଲ ରାଲି ପଦର୍ଶ୍ରନ କରିଥିଲେ । କଲେକ୍ଟରଙ୍କ ନିୟମ ନମାନିବାରୁ ପୋଲିସ ୧୫୦ ଜଣଙ୍କୁ ଗିରଫ କରିଛି ।

Leave A Reply

Your email address will not be published.

3 × one =