ଲୁମେକ୍ସ ଏବଂ ବ୍ରାଇଟ୍ ହୋମ୍ସ ଡେକୋର ଠକେଇ
ଏତଲାର ୩୦ମାସ ପରେ ବି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ବିଫଳ
ଭୁବନେଶ୍ୱର : ଲୁମେକ୍ସ ଏବଂ ବ୍ରାଇଟ୍ ହୋମ୍ସ ଡେକୋର ଠକେଇ ଏବଂ ଜାଲିଆତି କିଙ୍ଗପିନ୍ ସୋନିଆ ବିରୁଦ୍ଧରେ ପ୍ରଥମ ଏଫ୍ଆଇଆର୍ ପଞ୍ଜୀକରଣର ୩୦ ମାସ ପରେ ମଧ୍ୟ ଓଡ଼ିଶା ପୋଲିସ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇ!-->!-->!-->…