ଏମ୍ସରେ ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଏକମୋ ମେସିନ୍

ଭୁବନେଶ୍ୱର: ଏମ୍ସରେ ସ୍ଥାପନ ପାଇଁ ପ୍ରଥମ ଏକମୋ ମେସିନ୍ ଆସି ପହଞ୍ଚିଛି । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ମେସିନ୍ ଆସିବା ଦ୍ୱାରା ଓଡ଼ିଶାରୁ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ଯୋଗେ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ।

୫୦ % କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ

ଭୁବନେଶ୍ୱର : ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପୂର୍ବବତ୍‌? ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଆଦେଶନାମା ଜାରି ହୋଇଛି । ଯେଉଁ କର୍ମଚାରୀମାନେ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି, ସେମାନେ ଅଫିସ

କୋଭୋଭାକ୍ସ ଟିକା ପରୀକ୍ଷଣକୁ ସରକାରଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଦେଶରେ ୨ରୁ ୧୭ ବର୍ଷ ବୟସର ପିଲାଙ୍କ ଠାରେ କୋଭିଡ-୧୯ ଟିକା କୋଭୋଭାକ୍ସର ୨ୟ ଏବଂ ୩ୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ କରାଯାଇଥିବା ଆବେଦନକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଏଥିପାଇଁ ଭାରତର ଭେଷଜ ମହାନିର୍ଦ୍ଦେଶକ

ଶ୍ରୀମନ୍ଦିରରେ ୨୨ ସୁଦ୍ଧା ଲାଗିବ ୪ ରୁପା ଦ୍ୱାର

ପୁରୀ : ଶ୍ରୀମନ୍ଦିରର ୮ଟି ଦ୍ୱାରରେ ଲାଗିବ ରୁପା ଚାଦର । ଏଥିପାଇଁ ମୁମ୍ବାଇରୁ ଆସିଥିବା କାଠ କାରିଗରମାନେ ସ୍ୱତନ୍ତ୍ର ବର୍ମା ଟିକ୍‌ରେ ନୀଳାଦ୍ରି ଭକ୍ତ ନିବାସରେ ଗୁପ୍ତ ଭାବେ ଏହି ନିର୍ମାଣ କାର୍ଯ୍ୟ ଜାରି ରହିଛି । ଇତିମଧ୍ୟରେ ଶ୍ରୀମନ୍ଦିରର ଚାରି ପ୍ରମୁଖ ଦ୍ୱାରରୁ ୩ ଦ୍ୱାରର କାମ ଶେଷ

ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ନେଇ ସଚେତନତା

ଭୁବନେଶ୍ୱର: ଫସଲବୀମା ସପ୍ତାହ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ପ୍ରଚାର ଓ ପ୍ରସାର ଏବଂ ଚାଷୀମାନଙ୍କ ମଧ୍ୟରେ ଜନସଚେତନତା ବୃଦ୍ଧି ନିମନ୍ତେ ଫସଲବୀମା ଯୋଜନା ପ୍ରଚାର ଗାଡ଼ିକୁ ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା

ପହଞ୍ଚିଲା ୯ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ପାଇଁ ଆଜି ୯ଲକ୍ଷ ୪୩ହଜାର୯୩୦ ଡୋଜ୍ କୋଭାସିଲ୍ଡ ଟିକା ପହଞ୍ଚିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟଯେ, ରାଜ୍ୟରେ ଟିକାର ଅଭାବ ଯୋଗୁଁ ଗତ କିଛି ଦିନ ଧରି ୧୭ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି ।

ଦେଶରେ ପୁଣି ୪୬,୬୧୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୬,୬୧୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହି ସମୟ ମଧ୍ୟରେ ୫୯,୩୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୦୧%କୁ ବୃଦ୍ଧିପାଇଛି । ଏଥିସହିତ କ୍ରମାଗତ ୫୦ ଦିନ ପାଇଁ ସଂକ୍ରମିତଙ୍କ ତୁଳନାରେ ଅଧିକ ଲୋକ ସୁସ୍ଥ

ରାଜଧାନୀ ସହ ବହୁ ସହରରେ ଶତକ ଛୁଇଁଲା ପେଟ୍ରୋଲ

ଭୁବନେଶ୍ୱର: ପେଟ୍ରୋଲର ଦୈନଦିନ ମୂଲ୍ୟ ବୃଦ୍ଧି ଯୋଗୁଁ ରାଜଧାନୀ ଭୁବନେଶ୍ୱର ରାଜ୍ୟର ବହୁ ସ୍ଥାନରେ ପେଟ୍ରୋଲ୍ ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ଟପିଥିଲା ବେଳେ ଡିଜେଲ୍ ଶତକ ମୁହାଁ ହୋଇଛି । କାଲିମେଳାରେ ପେଟ୍ରୋଲ ଲିଟର ସର୍ବାଧିକ ୧୦୬ଟ. ଟପିଥିଲା ବେେଳେ ନବରଙ୍ଗପୁରରେ ଲି. ପିଛା ମୂଲ୍ୟ

ଖୋର୍ଦ୍ଧାକୁ ଟପିଲା କଟକ

ଭୁବନେଶ୍ୱର: ମହାମାରୀ କରୋନାରେ ଦ୍ୱିତୀୟ ଲହର ସଂକ୍ରମଣ ରାଜ୍ୟରେ ହ୍ରାସ ପାଇଥିଲା ବେଳେ ମୃତ୍ୟୁ ସଂଖ୍ୟା ଥମୁନାହିଁ । ଆଜି ଗୋଟିଏ ଦିନରେ ରାଜ୍ୟରେ ୪୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ରାଜ୍ୟରେ ୩,୨୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯

୧୪ ବର୍ଷରେ ଦ୍ୱିଗୁଣ ବଢିଛି ବିଶ୍ୱ ତାପମାତ୍ରା

ନ୍ୟୁୟର୍କ: ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ସବୁଠାରୁ ଗଭୀର ଚିନ୍ତାଜନକ ଏବଂ ସମ୍ବେଦନଶୀଳ ବଷୟ ହୋଇଥିବାବେଳେ ପୃଥିବୀର ତାପମାତ୍ରା ଦ୍ୱିଗୁଣ ବୃଦ୍ଧି ପାଇଥିବା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ କୁହାଯାଇଛି । ନାସା