ବାଗଂଲା ଜୁସ୍ ଫ୍ୟାକ୍ଟି୍ରରେ ନିଆଁ : ୫୨ ଜୀବନ୍ତ ଦଗ୍ଧ
ଢାକା : ବଗଂଲା ଦେଶର ଢାକା ସ୍ଥିତ ଏକ ଜୁସ ଫ୍ୟାକ୍ଟରିରେ ଆଜି ଅଗ୍ନିକାଣ୍ଡ ଘଟି ୫୨ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅନ୍ୟପକ୍ଷରେ ଏବେ ବି ଅଧିକାଂଶ କର୍ମଚାରୀ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ଦେଖାଦେଇଛି । ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଥିବାବେଳେ!-->…