ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ପାରାମ୍ପରିକ ପୂଜାର୍ଚ୍ଚନା ପରେ ଆଜି ଦିନ ପ୍ରାୟ ୧୧ଟା ପରେ ପ୍ରଥମ କରି ବାମ ପଟ ୭ନଂ ସୁଇସ୍ ଗେଟକୁ ଖୋଲା ଯାଇଥିଲା । ଏହାର କିଛି ସମୟ ପରେ ୮ନଂ ସୁଇସ୍ ଗେଟକୁ ଖୋଲା ଯାଇ ବନ୍ୟାଜଳ ନିଷ୍କାସନ!-->…