କ୍ୟାବିନେଟ କମିଟି ପୁନର୍ଗଠିିତ: ୨ଟି କମିଟିରେ ଅଶ୍ୱିନୀ ବୈଷ୍ଣବ ସାମିଲ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ ସଂପ୍ରସାରଣ କରିବା ପରେ ଏବେ ବିଭିନ୍ନ କ୍ୟାବିନେଟ କମିଟିର ପୁନର୍ଗଠନ କରିଛନ୍ତି । ଗତକାଲି ବିଳମ୍ୱିତ ରାତିରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ୍ ୮ଟି କ୍ୟାବିନେଟ କମିଟି ରହିଛି । ଏହି ସମସ୍ତ କମିଟିରେ ପ୍ରଧାନମନ୍ତ୍ରୀ!-->…