ନୌସେନାରେ ସାମିଲ୍ ହେଲା ଏମ୍ଏଚ-୬୦ଆର
ନୂଆଦିଲ୍ଲୀ: ଦେଶର ନୌବାହିନିରେ ଆଜି ଏମ୍ଏଚ-୬୦ ଆର ଲଢ଼ୁଆ ହେଲିକାପ୍ଟର ସାମିଲ ହୋଇଛି । ଭାରତ-ଆମେରିକା ଚୁକ୍ତି ଅନୁଯାୟୀ ଆମେରିକା ଦୁଇଟି ଏମଏଚ-୬୦ଆର ହେଲିକପ୍ଟର ଭାରତର ନୌସେନାକୁ ହସ୍ତାନ୍ତର କରିଛି । ଏହି ହେଲିକପ୍ଟର ମଲ୍ଟି ଟାସ୍କ କାମ କରିପାରିବାର ଦକ୍ଷତା ରଖିଛି । ଭାରତ ଏହି!-->…