ରଥଉପରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ: ନବଦୀନ ବ୍ୟାପୀ ଘୋଷଯାତ୍ରା ପରେ ରଥଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ମହଣ ମହଣ ସୁନାରେ ଶ୍ରୀଜିଉମାନେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ମହାମାରୀ କରୋନା କଟକଣା ଯୋଗୁଁ ଶ୍ରୀକ୍ଷେତ୍ର ଜନଶୂନ୍ୟ ହୋଇଯାଇଥିଲେ

ବାର୍ଡ ଫ୍ଲୁରେ ଦେଶରେ ପ୍ରଥମ ମୃତ୍ୟୁ

ନୂଆଦିଲ୍ଲୀ: ହରିଆଣାର ଜଣେ ୧୧ ବର୍ଷୀୟ ବାଳକ ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇ ପ୍ରାଣ ହରାଇଛି । ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ଆଖି ବୁଜିଛି ଏହି ନାବାଳକ । ଏହି ଐ୫ଘ୧ ଭାଇରସ ପକ୍ଷୀ କିମ୍ୱା କୁକୁଡ଼ାଙ୍କ ଦେହରେ ଦେଖାଯାଏ । ଭାରତରେ ପ୍ରଥମେ ଥର ପାଇଁ ବାର୍ଡ ଫ୍ଲୁରେ ମଣିଷ

ଚାନ୍ଦିପୁରରୁ ‘ଆକାଶ ଏନଜି ’ର ସଫଳ ପରୀକ୍ଷା

ଚାନ୍ଦିପୁର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂପୃଷ୍ଠରୁ ଆକାଶଗାମୀ ଆକାଶ କ୍ଷେପଣାସ୍ତ୍ରର ନୂଆ ସଂସ୍କରଣ (ଆକାଶ ଏନଜି )ଆଜି ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ପରୀକ୍ଷା ସଫଳ ହୋଇଛି । ଆଜି ମଧ୍ୟାହ୍ନ ୧୨ଟା ୪୪ ମିନିଟରେ ଏହି କ୍ଷେପଣାସ୍ତ୍ର

ଓଡିଶା ପ୍ରଗତିଦଳର ପର୍ଯ୍ୟବେକ୍ଷକ ନିଯୁକ୍ତ

ଯାଜପୁର : ଆଗାମି ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାର ଅନ୍ୟ ଏକ ଆଂଚଳିକ ଦଳ ଓଡ଼ିଶା ପ୍ରଗତି ଦଳ ତୃଣମୂଳ ସ୍ତରରେ ତାର ସଂଗଠନକୁ ସୁଦୃଢ କରିବାକୁ ନେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦଳ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି କରିଅଛି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲାର

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲାଗି ସଚେତନତା ରଥ

ଯାଜପୁର: ବରୀ ବ୍ଲକ ପରିସରରେ ଥିବା କୃଷି କାର୍ଯ୍ୟାଳୟରେ ଆଜି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲାଗି ସଚେତନତା ବାର୍ତା ବହ ଗାଡିକୁ ସହକାରୀ କୃଷି ଅଧିକାରୀ ସଂଜୟ କୁମାର ରାଉତ,କନିଷ୍ଠ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ବେହେରା, ସହକାରୀ ବୈଷୟିକ ପରିଚାଳନା ପ୍ରିୟରଂଜନ ରାଉତ ପ୍ରଭୃତି ଶୁଭାରମ୍ଭ

ପାରଦର୍ଶୀ ପୋର୍ଟାଲରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଚୟନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ୫-‘ଟି’ ଯୋଜନା ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସାମାଜିକ ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ନାମଲେଖା ପାଇଁ ପାରଦର୍ଶୀ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ ସାମାଜିକ ଓ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର

କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର: ରାଜ୍ୟକୁ ବକେୟା ଖାଦ୍ୟ ସବସିଡି ପ୍ରଦାନ କରିବା, ବଳକା ଚାଉଳ କ୍ରୟ କରିବା ଏବଂ ଅଖା ଅଭାବ ଦୂର କରିବାକୁ ବିଜେଡି ଦାବି କରିଛି । ବିଜେଡି ସାଂସଦମାନେ ମଙ୍ଗଳବାର କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର

କଳିଙ୍ଗ ଷ୍ଟୁଡିଓ ପୁନଃଉଦ୍ଧାର ଲାଗି ଟେଣ୍ଡର ଆହ୍ୱାନ

ଭୁବନେଶ୍ୱର: ଇପିସି ମୋଡରେ ଭୁବନେଶ୍ୱରରେ ଥିବା ‘କଳିଙ୍ଗ ଷ୍ଟୁଡିଓ’ର ପୁର୍ନବାର ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ୧୫ ମାସ ଭିତରେ ଏହି ଉନ୍ନତିମୂଳକ କାମ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ୧୨୦ କୋଟି ଟଙ୍କାର ବ୍ୟୟ ଅଟକଳ

ନନ୍ଦନକାନନରେ ଭାରତୀୟ ସିଂହ ବଂଶ ବୃଦ୍ଧି ଆଶା ଉଜ୍ଜଳ

ନନ୍ଦନକାନନ୍: ବହୁ ଦିନର ଅପେକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାରତୀୟ ସିଂହ ବଂଶ ବୃଦ୍ଧିର ଶୁଭ ସଂଙ୍କେତ ମିଳିଛି । ଆଉ କିଛି ଦିନ ମଧ୍ୟରେ ସିଂହୀ ‘ବିଜିଲ ’ ମା’ ହେବାକୁ ଯାଉଛି । ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ଅଛନ୍ତି । ସିଂହୀ ଶାବକ ଜନ୍ମ କରିବା ପାଇଁ ତାର

ସକ୍ରିୟ ରାଜନୀତିକୁ ଫେରିବେ ଦ୍ରୌପଦୀ ମୁର୍ମୁ!

ବାରିପଦା: ‘ଦଳ ଚାହିଁଲେ ମୁଁ ସାଂସଦ ଭାବେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି’ । ନିକଟରେ ଝାଡ଼ଖଣ୍ଡ ରାଜ୍ୟପାଳ ପଦରୁ ଅବ୍ୟାହତି ନେବାପରେ ମୟୂରଭଞ୍ଜ ପ୍ରତ୍ୟାବର୍ତ୍ତନ କରିଥିବା ଦ୍ରୌପଦୀ ମୁର୍ମୁ ଏକ ସାକ୍ଷାତକାରରେ ‘କନକ ନ୍ୟୁଜ୍’କୁ ଏହା କହିଛନ୍ତି । ଯେତେବେଳେ ମୟୂରଭଞ୍ଜରେ ରାଜନେତିକ ପତିଆରା