ପଂଚାୟତ କାର୍ଯ୍ୟାଳୟ ତାଲା ଭାଙ୍ଗି ଲୁଟ୍
ଯାଜପୁର : ପଂଚାୟତ କାର୍ଯ୍ୟାଳୟରୁ ଚୋରି । କାର୍ଯ୍ୟାଳୟ ତାଲା ଭାଙ୍ଗି ନଗଦ ଟଙ୍କା, ସରକାରୀ କାଗଜପତ୍ର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁବୁର୍ତତ । ଅଭିଯୋଗ ପରେ ପୁଲିସ୍ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି । ଏଭଳି ଘଟଣା ଘଟିଛି ଦଶରଥପୁର ବ୍ଲକ ବିରିପଟା ପଂଚାୟତ!-->…