ଗାଧୋଇବା ବେଳେ ନାଳରେ ବୁଡି ଯାଇ ଯୁବକଙ୍କ ମୃତ୍ୟୁ
ଯାଜପୁର : ବଢ଼ାବଢ଼ି କର ମୁଁ ଅଳ୍ପ ସମୟ ମଧ୍ୟରେ ଗାଧୋଇ ଫେରୁଛି । ଏଭଳି କେଇପଦ କଥା ନିଜ ମା’ଙ୍କୁ କହି ଗାଧୋଇବାକୁ ଯାଇଥିବା ଜଣେ ୨୧ ବର୍ଷିୟ ଯୁବକର ପାଣିରେ ବୁଡି ଅଭାବନୀୟ ମୃତ୍ୟୁ ଘଟିଛି । ମୃତକ ଯୁବକ ହେଉଛନ୍ତି ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା ଥାଲକୁଡି ପଂଚାୟତ ଦକ୍ଷିଣବନ୍ଧ!-->…