ଛାତ୍ରଙ୍କୁ ବାଟବଣା କରୁଛି ବ୍ରାଉନସୁଗାର

ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରି ଅଞ୍ଚଳର ଯୁବକ ମାନସ(ଛଦ୍ମନାମ) । ବାପା, ମାଙ୍କର ଏକମାତ୍ର ପୁଅ । ଆଶା ଥିଲା, ପୁଅ ଇଞ୍ଜିନୟର ହେବ । ଯୁକ୍ତ ଦୁଇ ପରେ ନାମୀ ଇଞ୍ଜିନିୟରିଂ କଲେଜରେ ଆଡମିସନ ମଧ୍ୟ ହୋଇଥିଲା । କିନ୍ତୁ ଧୀରେ ଧୀରେ କୁସଙ୍ଗରେ ପଡ଼ି ବ୍ରାଉନସୁଗାର ଖାଇବା ଆରମ୍ଭ କରିଥିଲା ।

ରାଜ୍ୟରେ ଥମୁନି ମୃତ୍ୟୁ : ସଂକ୍ରମଣ ୩ହଜାର ଉପରେ ସ୍ଥିର

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକମଣରେ ମୃତ୍ୟୁ ସଂଖ୍ୟା ଥମୁନଥିବା ବେଳେ ଦୈନିକ ସଂକ୍ରମଣ ୩ହଜାର ଉପରେ ସ୍ଥିର ରହିଛି । ଆଜି ଦିନକରେ ୪୩ଜଣଙ୍କ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା ବେଳେ ୩୩୧୯ କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ କରୋନାଜନିତ

୧୦ କୋଟି ଜିଏସ୍‌ଟି ଫାଙ୍କି ବ୍ୟବସାୟୀ ଗିରଫ

ଭୁବନେଶ୍ୱର : ୭ଟି ନକଲି ଫାର୍ମ କରି ବର୍ଷ ବର୍ଷ ଧରି ୧୦ କୋଟି ଟଙ୍କାରୀ ଜିଏସ୍‌ଟି ଠକେଇ କରିଥିବା ଅଭିଯୋଗରେ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ସ୍ମୃତିରଞ୍ଜନ ସାହୁଙ୍କୁ ପୋଲିସ୍ ଗିରଫ କରିଛି । ଭୁବନେଶ୍ୱର ବାପୁଜିନଗରସ୍ଥିତ ଘରୁ ଜିଏସଟି ଅଧିକାରୀ ପୁଲିସ୍ ସହାୟତାରେ ତାଙ୍କୁ ଗିରଫ

ଯୁକ୍ତ-୨ରେ ବଢିବ ସିଟ୍‌

ଭୁବନେଶ୍ୱର : ରାଜ୍ୟରେ ଯୁକ୍ତ-୨ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ କଲେଜ୍ ଗୁଡିକରେ କୌଣସି ସମସ୍ୟା ଉପୁଜିବ ନାହିଁ ଆବଶ୍ୟକ ହେଲେ କଲେଜ୍ ଆଧାରରେ ଆସନ (ସିଟ୍‌) ସଂଖା ବୃଦ୍ଧି କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବଡ଼ ବଡ଼

ଆତଙ୍କବାଦୀଙ୍କ ଗୁଳିରେ ୩ମୃତ

ଦକ୍ଷିଣ କାଶ୍ମୀରର ପୁଲ୍‌ୱାମା ଜିଲ୍ଲା ଅନ୍ତର୍ଗତ ହରିପରିଗାମ୍ ତ୍ରାଲ୍ ଅଞ୍ଚଳରେ ଆତଙ୍କବାଦୀମାନେ ଘରେ ପ୍ରବେଶ କରି ଜଣେ ସ୍ୱତନ୍ତ୍ର ପୁଲିସ ଅଧିକାରୀ (ଏସ୍‌ଓପି) ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଅଜ୍ଞାତ ଆତଙ୍କବାଦୀମାନଙ୍କ ଗୁଳିବର୍ଷଣରେ ସେମାନଙ୍କ ଝିଅ ମଧ୍ୟ

ବାୟୁସେନା ଷ୍ଟେସନ ଉପରେ ପୁଣି ଉଡ଼ିଲା ପାକିସ୍ଥାନୀ ଡ୍ରୋନ

ଜମ୍ମୁ: ପୁଣିଥରେ ସୁରକ୍ଷାକର୍ମୀଙ୍କ ବେସ ଉପରେ ଡ୍ରୋନ ଆକ୍ରମଣର ଆଶଙ୍କା ପ୍ରକାଶ ପାଇଛି । ଆଜି ଜମ୍ମୁର କାଲୁଛକ ମିଲିଟାରୀ ଷ୍ଟେସନ ଉପରେ ଦୁଇଟି ଡ୍ରୋନ୍ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ସୁରକ୍ଷାକର୍ମୀମାନେ ଠାବ କରିଛନ୍ତି । ଏହି ଡ୍ରୋନ ଦୁଇଟିକୁ ଦେଖିବା କ୍ଷଣି ସୁରକ୍ଷାକର୍ମୀମାନେ

ରାଜ୍ୟରେ ଟିକା ଅଭାବ ଆଶଙ୍କା କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂତନ ଟିକା ନୀତି ଅନୁଯାୟୀ ଗତ ୨୧ ତାରିଖ ଠାରୁ ରାଜ୍ୟରେ କରୋନା ଟିକାକରଣ ଅଭିଯାନ ଜୋରଦାର ଚାଲିଥିବା ବେଳେ ଏବେ ଆସନ୍ତା ଦିନେ ୨ଦିନ ମଧ୍ୟରେ କେନ୍ଦ୍ର ସରକାର ଟିକା ନଦେଲେ ରାଜ୍ୟରେ ପୁଣି ଟିକା ଅଭାବ ପଡିବା ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟକୁ ଜୁନ୍ ମାସ

ମାଟ୍ରିକ ମୁଲ୍ୟାୟନ ନେଇ ବଢିଲା ଅସନ୍ତୋଷ

ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣ ଯୋଗୁଁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଚଳିତ ବର୍ଷର ମାଟ୍ରିକ ରେଜାଲ୍ଟ ରେକର୍ଡ ସୃଷ୍ଟି କରିଥିଲା ବେଳେ ମୁଲ୍ୟାୟନକୁ ନେଇ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀ ଓ ଅଭିବାଭକ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଆଜି ରାଜ୍ୟର ବିଭିନ୍ନ

ଅଗ୍ନି-୧ ପ୍ରାଇମ୍ କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ

ବାଲେଶ୍ୱର: ଅଗ୍ନି-୧ କ୍ଷେପଣାସ୍ତ୍ର ସିରିଜର ବିକଶିତ ସଂସ୍କରଣ ଅଗ୍ନି-୧ ପ୍ରାଇମ୍ କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ ହୋଇଛି । ଆଜି ଅବଦୁଲ କଲାମ୍ ଦ୍ୱୀପରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ପୂର୍ବାହ୍ନ ୧୦ଟା ୫୫ ମିନିଟ୍‌ରେ ଏହା ଉତ୍‌କ୍ଷେପଣ କରାଯାଇଥିଲା

ଦେଶରେ ୫୦ ହଜାର ଉପରେ ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନାର ସଂକ୍ରମଣ ଦେଶରେ ୨ଦିନ ତଳକୁ ହ୍ରାସ ପାଇଥିବା ବେଳେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଜି ୫୦ ହଜାର ୦୪୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୩୩,୧୮୩କୁ ବୃଦ୍ଧି ପାଇଛି । ସପ୍ତାହିକ ପଜିଟିଭ ହାର ୫% ରୁ କମ