କଳାହାଣ୍ଡିରେ ତରଳ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତପ୍ରସ୍ତର
ଭବାନୀପାଟଣା - କଳାହାଣ୍ଡି ସମେତ ସାରା ରାଜ୍ୟରେ କୋରନା ମହାମାରୀ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ଦ୍ୱିତୀୟ ଲହର ଥମିବାପରେ ସମ୍ଭାବ୍ୟ ତ୍ରୃତୀୟ ଲହର କୁ ନେଇ ସମସ୍ତ ଙ୍କୁ ଚିନ୍ତାଘାରିଛି ।ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ଠାରୁ ପ୍ରସ୍ତୁତ ଅଛନ୍ତି । ପ୍ରସ୍ତୁତି!-->…