ଦୁଇଟି ଡୋଜ୍ ଟିକା ନେଇ ୨୭୪ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ୨ଟି ଡୋଜ୍ ଟିକା ନେବାପରେ ୨୭୪ଜଣ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଦେଶର ସର୍ବୋର୍ଚ୍ଚ ଭେଷଜ ଗବେଷଣା ସଂସ୍ଥା (ଆଇସିଏମ୍‌ଆର୍‌) ପକ୍ଷରୁ କୁହାଯାଇଛି । ଟିକା ନେବାପରେ ମଧ୍ୟ କେତେ ଲୋକ କରୋନା ଆକ୍ରାନ୍ତ ହେଉଛନ୍ତି ସେନେଇ ଏକ ଅଧ୍ୟୟନ କରାଯାଇଥିଲା । ରାଜ୍ୟର

ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର !

ମୁମ୍ୱାଇ: ସାରା ଦେଶରେ ଏବେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତା ବଢ଼ାଉଥିବାବେଳେ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି । ଦୈନିକ ସଂକ୍ରମିତ ସଂଖ୍ୟା ବଢ଼ିବା ପରେ ଏପରି ଆଶଙ୍କା ବୃଦ୍ଧି ପାଇଛି । ଡେଲଟା ପ୍ଲସ ଭେରିଆଣ୍ଟ ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ ଦେଖିବାକୁ ମିଳିଛି । ଏବେ

୨୦୨୩ ସୁଦ୍ଧା ବସ୍ତିମୁକ୍ତ ହେବ ଓଡିଶା

ଭୁବନେଶ୍ୱର: ଆସନ୍ତା ୨୦୨୩ ମସିହା ସୁଦ୍ଧା ଓଡିଶା ବସ୍ତି ମୁକ୍ତ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ରାଜ୍ୟରେ ୨୯୯୨ଟି ବସ୍ତିରେ ରହୁଥିବା ୭୦ହଜାର ଲୋକଙ୍କୁ ଖୁବ୍ ଶିଘ୍ର ପଟାଦିଆଯିବ । ଅନ୍ୟ ଜନବସସ୍ତି ଭଳି ବସ୍ତି ଅଞ୍ଚଳର ବିକାଶ ସହ ସେମାନଙ୍କ ପାଇଁ ବିଜୁଳି,

ୟୁନିଟ୍ -୧ ହାଟ ବନ୍ଦ

ଭୁବନେଶ୍ୱର: କରୋନା କଟକଣା ଉଲ୍ଲଂଘନ ଯୋଗୁଁ ବିଏମ୍‌ସି କର୍ତୃପକ୍ଷ ଆଜି ରାଜଧାନୀ ଭୁବନେଶ୍ୱର ସର୍ବବୃହତ ଦୈନିକ ହାଟ ୧ ନମ୍ବର ହାଟକୁ ଜୁଲାଇ ପହିଲା ପର୍ଯ୍ୟନ୍ତ ହାଟକୁ ବନ୍ଦ କରି ଦେଇଛନ୍ତି । ଉଭୟ ହୋଲସେଲ୍ ଓ ରିଟେଲ ବ୍ୟବସାୟୀଙ୍କ ପାଇଁ ହାଟ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ବଢ଼ିବା

ମାଟ୍ରିକରେ ୯୭.୮୯% ପାସ୍

କଟକ: ବହୁ ଆକାଂକ୍ଷିତ ମାଟ୍ରିିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ୯୭.୮୯% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଆଜି ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ମାଟ୍ରିକ ଫଳ ଘୋଷଣା କରି କହିଛନ୍ତି ଯେ, ମୋଟ୍

ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଗାମୀ ୧୦ ଦିନ ଭିତରେ ସମସ୍ତ ରାଜ୍ୟ ଶିକ୍ଷା ବୋର୍ଡ ଦ୍ୱାଦଶ ଶ୍ରେଣୀ ପାଇଁ ମୂଲ୍ୟାଙ୍କନ ପଦ୍ଧତି ନିଷ୍ପତ୍ତି ନେବା ସହ ଜୁୁଲାଇ ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ସୁପ୍ରିମକୋର୍ଟ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସମସ୍ତ ରାଜ୍ୟର ଶିକ୍ଷା ବୋର୍ଡକୁ

ମାଟ୍ରିକ ପରୀକ୍ଷା ଫଳ ଆଜି

କଟକ: ବହୁ ଆକାଂକ୍ଷିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆସନ୍ତା କାଲି ଶୁକ୍ରବାର ଦିନ ଅପରାହ୍ନ ୪ଟାରେ ପ୍ରକାଶ ପାଇବ । ଆଜି ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହା ଘୋଷଣା କରାଯାଇଛି । ମାଟ୍ରିକ ପରୀକ୍ଷା ଫଳ ସହ ଓଡ଼ିଶା ଓପନ ସ୍କୁଲ ସାର୍ଟିଫିକେଟ ଏବଂ ମଧ୍ୟମା ପରୀକ୍ଷାର ଫଳ

ନିର୍ଭୟର ସଫଳ ପରୀକ୍ଷା

ଚାନ୍ଦିପୁର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଆଜି ୧୦ଟା ୪୩ ମିନିଟରେ ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ ହୋଇଛି । ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦ କିଲୋମିଟର । ଏଥିରେ ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର

ଓମ୍ଫେଡ ଦୁଗ୍ଧ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଗୋଖାଦ୍ୟ ଖର୍ଚ୍ଚ ପାଇଁ ମିଳିବ ୬୦୦୦ ଟଙ୍କା

୍‍ ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଚାଷୀ ୍‍ ବ୍ୟୟ ହେବ ୧୧କୋଟି ଟଙ୍କା ୍‍ ଦୁଗ୍ଧ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଭୁବନେଶ୍ୱର: ଓମଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗୋଖାଦ୍ୟ ଖର୍ଚ୍ଚ ବାବଦରେ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା

ବିଶ୍ୱ ପାଣିପାଗ

ସମଗ୍ର ବିଶ୍ୱ ଏବେ ଅଥୟ-ସମୁଦ୍ରରେ ପହଁରୁଚି । ରାଜନୈତିକ ପାଣିପାଗର ଆକାଶ ୨୪ ଘଂଟା ମେଘମୁକ୍ତ ରହୁନାହିଁ । ସେହିପରି ଅର୍ଥନୈତିକ ବ୍ୟବସ୍ଥାକୁ କରୋନାର ଘଡଘଡି ବିଗତ ଦୁଇ ବର୍ଷ ମଧ୍ୟରେ ଏକ ପ୍ରକାର ସ୍ଥାଣୁ କରିଦେଇଛି । ସାମାଜିକ ବ୍ୟବସ୍ଥା ଓ ସମ୍ପର୍କ ଅତି ବିଚିତ୍ର ଅବସ୍ଥା ଉପନିତ । ମାସ