ଦେଶରେ ୪୮ ଡେଲ୍ଟା ପ୍ଲସ୍ ଭୂତାଣୁ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଉଥିଲା ବେଳେ ୧୦ଟି ରାଜ୍ୟରେ ୪୮ଜଣଙ୍କ ଠାରେ ଡେଲ୍ଟା ପ୍ଲସ ଭୂତାଣୁ ଠାବ ଚିହ୍ନଟ ଏବେ ଆତଙ୍କର କାରଣ ହୋଇଛି । ଦେଶର ୧୭୪ଟି ଜିଲ୍ଲାରେ ଏବେବି ଡେଲ୍ଟା ଭୂତାଣୁ ସକ୍ରିୟ ରହିଛି । ଯାହାକି ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।!-->…