ରାଜ୍ୟରେ ଟିକା ଅଭାବ ଆଶଙ୍କା କେନ୍ଦ୍ରକୁ ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂତନ ଟିକା ନୀତି ଅନୁଯାୟୀ ଗତ ୨୧ ତାରିଖ ଠାରୁ ରାଜ୍ୟରେ କରୋନା ଟିକାକରଣ ଅଭିଯାନ ଜୋରଦାର ଚାଲିଥିବା ବେଳେ ଏବେ ଆସନ୍ତା ଦିନେ ୨ଦିନ ମଧ୍ୟରେ କେନ୍ଦ୍ର ସରକାର ଟିକା ନଦେଲେ ରାଜ୍ୟରେ ପୁଣି ଟିକା ଅଭାବ ପଡିବା ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟକୁ ଜୁନ୍ ମାସ

ମାଟ୍ରିକ ମୁଲ୍ୟାୟନ ନେଇ ବଢିଲା ଅସନ୍ତୋଷ

ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣ ଯୋଗୁଁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଚଳିତ ବର୍ଷର ମାଟ୍ରିକ ରେଜାଲ୍ଟ ରେକର୍ଡ ସୃଷ୍ଟି କରିଥିଲା ବେଳେ ମୁଲ୍ୟାୟନକୁ ନେଇ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀ ଓ ଅଭିବାଭକ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଆଜି ରାଜ୍ୟର ବିଭିନ୍ନ

ଅଗ୍ନି-୧ ପ୍ରାଇମ୍ କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ

ବାଲେଶ୍ୱର: ଅଗ୍ନି-୧ କ୍ଷେପଣାସ୍ତ୍ର ସିରିଜର ବିକଶିତ ସଂସ୍କରଣ ଅଗ୍ନି-୧ ପ୍ରାଇମ୍ କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ ହୋଇଛି । ଆଜି ଅବଦୁଲ କଲାମ୍ ଦ୍ୱୀପରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ପୂର୍ବାହ୍ନ ୧୦ଟା ୫୫ ମିନିଟ୍‌ରେ ଏହା ଉତ୍‌କ୍ଷେପଣ କରାଯାଇଥିଲା

ଦେଶରେ ୫୦ ହଜାର ଉପରେ ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନାର ସଂକ୍ରମଣ ଦେଶରେ ୨ଦିନ ତଳକୁ ହ୍ରାସ ପାଇଥିବା ବେଳେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଆଜି ୫୦ ହଜାର ୦୪୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୩୩,୧୮୩କୁ ବୃଦ୍ଧି ପାଇଛି । ସପ୍ତାହିକ ପଜିଟିଭ ହାର ୫% ରୁ କମ

୫୦ରେ ପହଞ୍ଚିଲା ଡେଲ୍ଟା ପ୍ଲସ ଭାରିଏଣ୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦିନେ କମିଲେ ଦିନେ ବଢ଼ୁଛି । ଆଜି ପୁଣି ଉପର ମୁହାଁ ହୋଇଛି କରୋନ ସଂକ୍ରମିତଙ୍କ ସଂଖ୍ୟା । ତେବେ କରୋନାର ନୂଆ ରୂପ ଡେଲ୍ଟା ପ୍ଲସ ଭାରିଏଣ୍ଟ ଡାକ୍ତର ଓ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଦେଶରେ ଆଉ ୪ଟି ଡେଲ୍ଟା ପ୍ଲସ ଭାରିଏଣ୍ଟର ନୂଆ ମାମଲା ଚିହ୍ନଟ

ଟିକା ସମ୍ପର୍କରେ ଗୁଜବ ପ୍ରତି କର୍ଣ୍ଣପାତ ନକରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଟିକା ସମ୍ବନ୍ଧୀୟ ନକାରାତ୍ମକ ଗୁଜବ ପ୍ରତି କର୍ଣ୍ଣପାତ କରନ୍ତୁ ନାହିଁ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ର ୭୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।ସେ କହିଛନ୍ତି, ବିଜ୍ଞାନକୁ ବିଶ୍ୱାସ କରିବା ଲାଗି ସମସ୍ତଙ୍କୁ ଅନୁରୋଧ କରୁଛି ।

ଜମ୍ମୁସ୍ଥିତ ବାୟୁସେନା ବିମାନବନ୍ଦରରେ ବିିସ୍ଫୋରଣ

ଜମ୍ମୁ: ଜାମ୍ମୁ ସ୍ଥିତ ଭାରତୀୟ ବାୟୁସେନା ପରିଚାଳିତ ‘ସତୱାରି ବାୟୁସେନା ଷ୍ଟେସନ୍‌’ରେ ଆଜି ଭୋର ସମୟରେ ଦୁଇଟି ବିସ୍ଫୋରଣ ଘଟିଛି । ୫ ମିନିଟ ଅନ୍ତରରେ ଘଟିଥିବା ଏହି ବିସ୍ଫୋରଣରେ କେହି ଆହତ ହୋଇନାହାନ୍ତି । ଡ୍ରୋନ ସହାୟତାରେ ଏହି ବିସ୍ଫୋରଣ ଘଟାଯାଇଥିବା ଜଣାପଡିଛି । ଏହା ପଛରେ

ଭୁବନେଶ୍ୱରରେ ୯୯ ଟପିଲା ପେଟ୍ରୋଲ

ଭୁବନେଶ୍ୱର: ରାଜ୍ୟଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ଆଜି ୯୯ଟଙ୍କା ଟପିଛି । ଦେଶରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ ଲିଟର ପିଛା ୨୬ ପଇସା ଆଜି ବୃଦ୍ଧି ପାଇଛି ।ଫଳରେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୯.୨୪ ରେ ପହଞ୍ଚିଛି । ଆସନ୍ତା ଦିନେ

୧୨ରୁ ୧୮ ବର୍ଷଙ୍କୁ ମିଳିବ ଟିକା

ନୂଆଦିଲ୍ଲୀ: ମହାମରୀ କରୋନାର ମୁକାବିଲା ପାଇଁ ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ ଟିକାକରଣ ଅଭିଯାନ ଜାରୀ ରହିଥିଲା ବେଳେ ଖୁବ୍ ଶୀଘ୍ର ୧୨ରୁ ୧୮ବର୍ଷଙ୍କୁ ମିଳିିବ ଟିକା । ଏନେଇ ଔଷଧୀୟ କମ୍ପାନୀ ଜାଇଡସ କାଡିଲା ପକ୍ଷରୁ ୧୨ରୁ ୧୮ ବର୍ଷ ପୟସର ପିଲାଙ୍କ ପାଇଁ ପ୍ରସ୍ତୁତ

ରାଜ୍ୟରେ ୯ ଲକ୍ଷ ଡେଇଁଲା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ଅତିକ୍ରମ କରିଯାଇଛି । ଅବଶ୍ୟ ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୬୩ ହଜାରରୁ ଅଧିକ ଜଣ ସୁସ୍ଥ ହୋଇସାରିଛନ୍ତି । ସେହିଭଳି ରାଜ୍ୟରେ ଆଉ