ଖୋର୍ଦ୍ଧା ନିକଟରେ ଏସିଡ୍ବାହୀ ଟ୍ୟାଙ୍କର ଲିକ୍
ଖୋର୍ଦ୍ଧା : ୧୬ ନଂ ଜାତୀୟ ରାଜପଥ ଚଂପାଗଡ ଛକ ଓସକେଇ ଖୋଲ ନିକଟରେ ଏସିଡ୍ବାହୀ ଟ୍ୟାଙ୍କର ଲିକ୍ । ଫଳରେ ଜାତୀୟ ରାଜପଥ ଧୂଆଁମୟ ହୋଇପଡ଼ିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ହାଇଡ୍ରୋକ୍ଲୋରାଇଡ୍ । ଟ୍ୟାଙ୍କର ଟି ଗଂଜାମ ରୁ କୋଲକତା ଯାଉଥିଲା । ଟ୍ୟାଙ୍କର ଭଲଭ୍ କଟିଯିବାରୁ ଏସିଡ୍ ଲିକ!-->…