ରାଜ୍ୟରେ ଜବତ୍ ‘ଫାବିପିରାଭିର’ଔଷଧ ଭେଜାଲ୍
ଭୁବନେଶ୍ୱର: ନିକଟରେ ରାଜ୍ୟରେ ଜବତ ହୋଇଥିବା ୧୭୦ ପେଟି ‘ଫାବିପିରାଭିର’ ଔଷଧ ଭେଜାଲ ବୋଲି ଡ୍ରକ୍ସ କଂଟ୍ରୋଲର ଅର୍ନ୍ନଦାଶଙ୍କର ଦାସ କହିଛନ୍ତି । ଗଣ ମାଧ୍ୟମକୁ ଏହି ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି ଯେ, ଏହି ଔଷଧ ଗୁଡିକ ନକଲି ବୋଲି ପୂର୍ବରୁ ହରିୟାନା ଓ ମହାରାଷ୍ଟ୍ର ସରକାର ସୂଚନା!-->…