ଖର୍ଚ୍ଚ କାଟ ପାଇଁ ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶ
ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବରେ ଦେଶରେ ଅର୍ଥନୀତି ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ଏବେ ବିଜୁକ୍ତ ୭.୪ ଥିବା ଆକଳନ ହୋଇଛି । ଦେଶର ଅର୍ଥ ବ୍ୟବସ୍ଥା ତଳକୁ ତଳକୁ ଖସିବାରେ ଲାଗିଥିବା ଦୃଷ୍ଟିରୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ୨୦% ଖର୍ଚ୍ଚ କାଟ!-->…