ଭାରତକୁ ବିଶ୍ୱବ୍ୟାଙ୍କ ଦେବ ୫୦୦ ନିୟୁତ ଡଲାର
ୱାଶିଂଟନ: କୋଭିଡ-୧୯ ଭାରତର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗୁରୁତର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛି । ଏଭଳି ଜଟିଳ ପରିସ୍ଥିତିରେ ଏହାକୁ ସହାୟତା କରିବ ବିଶ୍ୱବ୍ୟାଙ୍କ । ଦେଶର ଏମଏସଏମଇ କ୍ଷେତ୍ରକୁ ପୁନଃ ସୁଦୃଢ଼ କରିବାକୁ ବିଶ୍ୱବ୍ୟାଙ୍କ ୫୦୦ ନିୟୁତ ଡଲାରର ଏକ!-->…