ଦୁଇ ମାସ ପରେ ଲକ୍ଷେ ତଳକୁ ଖସିଲା ମହାମାରୀ ସଂକ୍ରମଣ
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଲଗାତାର ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୁଇ ମାସ ଅର୍ଥାତ୍ ୬୩ ଦିନ ପରେ ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷରୁ କମ୍ ଚିହ୍ନଟ ହୋଇଛି । ଗତ ୨୪ ଘଂଟା ଭିତରେ ଦେଶରେ ୮୬ ହଜାର ୪୯୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଏପ୍ରିଲ!-->…