ଓଏଟି ଉଚ୍ଛେଦ କାଏମ
କଟକ: ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ଓଏଟି) ଉଚ୍ଛେଦ ନିଷ୍ପତିକୁ ଓଡିଶା ହାଇକୋର୍ଟ କାଏମ ରଖିବା ସଙ୍ଗେ ସଙ୍ଗେ ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି ଦାୟର ହୋଇଥିବା ୬ଟି ରିଟ୍ ପିଟିସନ୍କୁ ଖାରଜ କରି ଦେଇଛନ୍ତି । ୨୦୧୯ ଜୁଲାଇରେ ଓଏଟି ଉଚ୍ଛେଦ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି!-->…