ଦେଶରେ ଆଉ ୧,୨୦,୫୨୯ ପଜିଟିଭ୍ : ୩,୩୮୦ ମୃତ
ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ ଏବେ ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି । ଗତ ୫୮ ଦିନପରେ ଆଜି ଦିନକରେ ୧,୨୦,୫୨୯ କରୋନା ରେ ସଂକମିତ ହୋଇଥିଲା ବେଳେ ୩,୩୮୦ଜଣ ମୃତ୍ୟୁ ଘଟିଛି । ଫଳରେ ଦେଶରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୮୬,୯୪,୮୭୯ ଓ ମୃତ୍ୟୁସଂଖ୍ୟା ୩,୪୪,୦୮୨ରେ!-->…