ମେଡିକାଲ କଲେଜ ଆସିଷ୍ଟାଂଟ ପ୍ରଫେସରଙ୍କୁ ରେଗୁଲାର ମାନ୍ୟତା ଦାବୀ
କଟକ: ଡେପୁଟେସନ ଓ ଠିକା ଭିତିରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ନିଯୁକ୍ତି ପାଇଥିବା ଆସିଷ୍ଟାଂଟ ପ୍ରଫେସରମାନଙ୍କର ଚାକିରୀ ରେଗୁଲାର କରିବା ପାଇଁ ଦାବି ହୋଇଛି । ଏନେଇ ଆସିଷ୍ଟାଂଟ ପ୍ରଫେସରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।!-->…