ଦେଶରେ ୩ହଜାର ତଳକୁ ଖସିଲା ମୃତ୍ୟୁ
ନୂଆଦିଲ୍ଳୀ: ଦେଶରେ ୨୪ ଘଂଟାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧,୨୭ ଲକ୍ଷରୁ ଅଧିକ ରହିଛି । ପୂର୍ବରୁ ଦୈନିକ ୪ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ବେଳେ ଦୀର୍ଘ ଦିନ ପରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ତଳକୁ ରହିଛି । ଆଉ ୧ଲକ୍ଷ ୨୭ ହଜାର ୫୧୦ ନୂଆ ସଂକ୍ରମିତ!-->…