ଶ୍ରୀମନ୍ଦିରରେ ମରାମତି ପାଇଁ ଖଣ୍ଡୋଲାଇଟ୍ ପଥର ଅଭାବ
ପୁରୀ : ଖଣ୍ଡୋଲାଇଟ୍ ପଥର ଅଭାବ ଯୋଗୁ ଶ୍ରୀମନ୍ଦିର ମରାମତ କାର୍ଯ୍ୟରେ ବିଳମ୍ବ ହେଉଛି । ତେଣୁ ଶୁବ୍ଶୀଘ୍ର ପଥର ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପ୍ରତ୍ନତତ୍ତ୍ୱ ବିଭାଗ ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ । ଖଣ୍ଡୋଲାଇଟ ପଥର ମିଳୁନଥିବାରୁ ମରାମତି କାମ ଅଟକି ରହିଛି ବୋଲି!-->…