ଚୀନରୁ ଆସିଲା ୧୩୫୦ ଅକ୍ସିଜେନ୍ ସିଲିଣ୍ଡର
ଭୁବନେଶ୍ୱର: ରାଜ୍ୟରେ ଅକ୍ସିଜେନ ମହଯୁଦ ପାଇଁ ଚୀନ୍ରୁ ଆଜି ସିଧାସଳଖ ୧୩୫୦ଟି ସିଲିଣ୍ଡର ଭୁବନେଶ୍ୱର ପହଞ୍ଚିଛି। ଖୁବଶୀଘ୍ର ଏହି ଅକ୍ସିଜେନ୍ ସିଲିଣ୍ଡରଗୁଡିକୁ ରାଜ୍ୟର ବିଭିନ୍ନ ମେଡିକାଲ୍କୁ ପଠାଯିବ । ସେହିପରି ଅବଶ୍ୟକସ୍ଥଳେ ଅକ୍ସିଜେନ୍ ସିଲିଣ୍ଡରକୁ ମହଜୁଦ୍ ରଖାଯିବ । ଚୀନ୍ରୁ!-->…