ମାଲକାନଗିରିରେ ପ୍ରଥମ ଡୋଜ୍ ନେଲେଣି ୬୯ ହଜାର
ମାଲକାନଗିରି : କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ ସଂଖ୍ଯା ମଧ୍ଯ ତତୋଧିକ ବୃଦ୍ଧି ପାଇଛି । ବର୍ତ୍ତମାନ ସର୍ବତ୍ର ମରଣର କୋକୟା ଭୟ ସୃଷ୍ଟି ହୋଇଛି । ଦିନ ରାତି ମଶାଣୀରେ ଜୁଇ ଜଳୁଛି । ମଣିଷ ବଞ୍ଚବା ପାଇଁ ତ୍ରାହି ତ୍ରାହି ଡାକୁଛି । କିଏ!-->…