ମଙ୍ଗଳ ପୃଷ୍ଠରେ ଚାଲିଲା ଚୀନ୍ର ‘ଜୁୁରୋଙ୍ଗ’
ବେଜିଙ୍ଗ: ଚୀନ ପ୍ରେରିତ ରୋଭର୍ ‘ଜୁରୋଙ୍ଗ’ ଗତକାଲି ପ୍ରଥମ କରି ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ଗତି କରିଥିବା କଥା ଉକ୍ତ ରୋଭର୍ ପାଇଁ ଥିବା ଚୀନ ସାମାଜିକ ଗଣମାଧ୍ୟମରୁ ଜଣାପଡିଛି । ଚୀନ୍ର ପୌରାଣିକ ଅଗ୍ନିଦେବତା ‘ଜୁରୋଙ୍ଗ’ଙ୍କ ନାମାନୁସାରେ ନାମିତ ଏହି ରୋଭ୍ର ବେଜିଙ୍ଗ ସମୟ ସକାଳ!-->…