ଦୁଇଟି ବିପଦ ବେଳେ ଦୁଇଟି ମାକ୍ସ ପିନ୍ଧନ୍ତୁ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଦୀର୍ଘ ଏକ ବର୍ଷ ଧରି ରାଜ୍ୟବାସୀ ମହାମାରୀ କରୋନା ସହିତ ଲଢେଇ କରି ଆସୁଛନ୍ତି । ଏବେ ସାମୁଦ୍ରିକ ବାତ୍ୟା ୟାସ୍କୁ ଆମକୁ ସାମନା କରିବାକୁ ହେବ । ଦୁଇଟି ବିପଦ ବେଳେ ଦୁଇଟି ମାକ୍ସ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି!-->…