ତରଭୁଜ ଚାଷୀ ହତାଶ: ନାହିଁ ଶୀତଳ ଭଣ୍ଡାର କି ବଜାର ସୁବିଧା
କଲମପୁର:: ଏବେ ସମଗ୍ର ବିଶ୍ୱ କରୋନା କବଳରେ କବଳିତ । କେଉଁଠି କାହାର କୌଳିକ ବୃତି ପ୍ରଭାବିତ ହେଉଛି ତ ଆଉ କେଉଁଠି କାହାର ଜିବୀକା ପ୍ରଭାବିତ ହେଉଛି । ରାସ୍ତା କଡରେ ଠେଲା ଗାଡିରେ ଉଠା ଦୋକାନ କରି ଗୁଜୁରାଣ ମେଂଟାଉଥିବା ଲୋକଙ୍କ ସମେତ କିଏ କିଏ ଖାଇବାକୁ ଜୁଟାଇନପାରି ଭୋକ ଉପାସରେ!-->…