ପୁଣି ବଢିଲା ପେଟ୍ରୋଲ, ଡିଜେଲ୍
ନୂଆଦିଲ୍ଲୀ: ଦୈନଦିନ ବୃଦ୍ଧି ଯୋଗୁଁ ପେଟ୍ରୋଲ-ଡିଜେଲ ଦର ପ୍ରତିଦିନ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି । ସରକାରୀ ତୈଳ କମ୍ପାନୀ ଆଜି ମଧ୍ୟ ତୈଳ ଦଳ ବୃଦ୍ଧି କରିଛି । ଏଥିସହ ଦେଶର ଅଧିକାଂଶ ସହରରେର ତୈଳ ଦର ଏୈବ ୧୦୦ ଟଙ୍କା ଅତିକ୍ରମ କରିଛି । ଶ୍ରୀଗଙ୍ଗାନଗର, ଅନୁପପୁର, ରିୱା,!-->…