ରାଜ୍ୟରେ ୧୧,୭୩୨ ପଜିଟିଭ୍ : ୧୯ ମୃତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଥମିବାର ନାଁ ଧରୁନାହିଁ । ଆଜି ଦିନକରେ ୧୧,୭୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୫୬୯ ଚିହ୍ନଟ ହୋଇଥିବା ବେଳେ ୫୧୬୩ ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ । ସେହିପରି ଆଜି ଆଉ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ଆଜି

ଦେଶରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ଗତ ୩ଦିନ ଧରି ଦେଶରେ ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ଦେଶରେ ଦିନକରେ ୩,୧୧,୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪.୦୭୭ ମୃତ୍ୟୁ ଘଟିଛି । ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା

ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ମହାରାଷ୍ଟ୍ରକୁ ପଠାଗଲା ଅମ୍ଲଜାନ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ସମୟରେ ରେଲୱେ ପ୍ରଶାସନିକ କରୋନା କାଳରେ ଅମ୍ଲଜାନ ସଂକଟ ଦେଖାଦେଇଛି । ଏହାକୁ ଭରଣା କରିବା ଲାଗି ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ୪ଟି ରେଲୱେ ଯୋଗେ ୩ଟି ରାଜ୍ୟକୁ ୩୫୩ ଟନ୍ ଓଜନର ତୈଳ ଅମ୍ଲଜାନ ବ୍ୟାଙ୍କର ପଠାଯାଇଥିବା ଖୋର୍ଦ୍ଧାରୋଡ଼ ରେଲୱେ ମଣ୍ଡଳ

ଅକ୍ଷୟ ତୃତୀୟାରେ ସୁନାଗହଣା କାରବାର ଠପ୍

ନବରଙ୍ଗପୁର: ଗତ ତିନିବର୍ଷ ଧରି ଅକ୍ଷୟ ତୃତୀୟାରେ ଜିଲ୍ଲାରେ ସୁନାଗହଣା କାରବାର ଠପ ହୋଇଯାଇଛି । ୨୦୧୯ରେ ବାତ୍ୟା ପାଇଁ ଗହଣା କାରବାର ମାନ୍ଦା ପଡିଥିବା ବେଳେ ୨୦୨୦ ଓ ୨୦୨୧ ରେ କରୋନା ଲକଡାଉନ ପାଇଁ ଅକ୍ଷୟା ତୃତୀୟାରେ ସୁନାଗହଣା ବ୍ୟବସାୟକୁ ସମ୍ପୁର୍ଣ୍ଣ ଠପ କରିଛି । ପବିତ୍ର ଅକ୍ଷୟ

ଭାରତରେ କରୋନା ସ୍ଥିତି ଭୟାବହ : ‘ହୁ’

ଜେନିଭା: ଭାରତରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ସ୍ଥିତି ଅତ୍ୟନ୍ତ ଚିନ୍ତା ଜନକ ଏବଂ ମହାମାରୀର ଦ୍ୱିତୀୟ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଅତିଶୟ ମାରାତ୍ମକ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବିଶ୍ୱ

କରୋନା ମୃତ୍ୟୁ ଲୁଚାଇଛି ଆମେରିକା, ଭାରତ !

ବେଙ୍ଗାଲୁରୁ: ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଏବେ ବିଶ୍ୱର ଅନେକ ରାଷ୍ଟ୍ର ଲଢେଇ ଜାରି ରଖିଥିବା ବେଳେ ମୃତ୍ୟୁ ସଂଖ୍ୟା ପ୍ରକଶକୁ ନେଇ ବିଭ୍ରାନ୍ତି ଦେଖିବାକୁ ମିଳିଛି । ଅନେକ ଦେଶରେ କରୋନା ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ଠିକ୍‌ରେ ସେମାନଙ୍କ ପରିସଂଖ୍ୟାନରେ

ଏନଡିଆରଏଫର ୫ଟିମ୍ ଗଲେ ଗୁଜରାଟ

ବାରଙ୍ଗ : ମୁଣ୍ଡଳୀସ୍ଥିତ ୩ୟ ବାହିନୀ ଏନଡିଆରଏଫର ୫ଟି ଟିମ ଗୁଜୁରାଟର ସାମୁଦ୍ରିକ ବାତ୍ୟାର ମୁକାବିଲା ନିମନ୍ତେ ଶନିବାର ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରୁ ଯାତ୍ରା କରିଛନ୍ତି ।ଏନଡିଆରଏଫର ସିନିୟର କମାଣ୍ଡାଣ୍ଟ ଜାକବକିସ ପୋଟାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଡେପୁଟି

ଭୟଙ୍କର ହେଉଛି ସାମୁଦ୍ରିକ ଝଡ ‘ତଉ ତେ’

ନୂଆଦିଲ୍ଳୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଏବେ ଉଗ୍ରରୂପ ଧାରଣ କରିବା ସହ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି ବୋଲି ଭାରତୀୟ ପାରିପାଗ ବିଭାଗ (ଆଇଏନଡି)ପକ୍ଷରୁ କୁହାଯାଇଛି । ଆଇଏନଡି ପକ୍ଷରୁ କୁହାଯାଇଛି ଯେ, ଗଭୀର ଅବପାଦ ସାମୁଦ୍ରିକ ବାତ୍ୟା ‘ତୌତେ’ରେ ରୂପାନ୍ତରିତ

ଦେଶରେ ୩,୨୬,୦୯୮ ଆକ୍ରାନ୍ତ : ୩୮୯୦ ମୃତ

ନୂଆଦିଲ୍ଲୀ: ଦେଶରେ ଦେହନିକ କରୋନା ସଂକ୍ରମଣରେ ହ୍ରାସ ପାଇଥିବା ଦେଖାଯାଇଛି । ଆଜି ଦିନକରେ ୩,୨୬,୦୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେହିପରି ମୋଟ୍ ଆକ୍ରାନ୍ତ ସଂଖ୍ୟା ୨,୪୩,୭୨, ୯୦୭କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ୩,୮୯୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା

ପୁରୀ ସ୍ୱର୍ଗଦ୍ୱାରର ନବକଳେବର

ପୁରୀ: ପୁରୀ ସ୍ୱର୍ଗଦ୍ୱାର ଆଜି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ନବୀକରଣ କାର୍ଯ୍ୟ ଶେଷ ହେବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଆନୁଷ୍ଠାନିକ ଭାବରେ ଲୋକାର୍ପଣ କରିଛନ୍ତି । ନୂତନ ଶୈଳୀରେ ନିର୍ମାଣ କରାଯାଇଥିବା ସ୍ୱର୍ଗଦ୍ୱାର ଓ ତାର ପାରିପାଶ୍ୱର୍ିକ