ପୋଲ ତଳକୁ କାର ଖ୍ସି ୩ ମୃତ
ବାଲେଶ୍ୱର: ବାଲେଶ୍ୱର ସହରର ବିର୍ଲା ଟାୟାର ନିକଟରେ ୧୬ନଂ ଜାତୀୟ ରାଜପଥରେ ଏକ କାର୍ ପୋଲ ତଳକୁ ଖସି ପଡିବା ଯୋଗୁଁ ୩ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ସଙ୍ଗେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଦ୍ୱୟଙ୍କୁ ଚିକିତ୍ସା ଲାଗି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି!-->…