ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟାରେ ପୁଜିତ ଅକ୍ଷତ କଳସ ବଣ୍ଟନ
ବୋଡ଼େନ : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକର ରୋକାଲ ଗ୍ରାମପଞ୍ଚାୟତ ଠାରେ ୫ ଗୋଟି ଗ୍ରାମ ରୋକାଲ, ତରାପୁର ,ଜୟବାହାଳ,ଖିରମାଳ ଓ କମାଳମାଳର ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ପଞ୍ଚାୟତ ସଂଯୋଜକ ବଳମତ ଶବର ଓ ସହସଂଯୋଜକ ଜଗଦୀଶ ଗହିରଙ୍କ ସୂଚନା ଅନୁସାରେ ରୋକାଳ ଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର!-->…