ସାମ୍ବାଦିକଙ୍କୁ ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ଵର: କରୋନା ଭଳି ମହାମାରୀ ସମୟରେ ସାମ୍ବାଦିକମାନେ କର୍ତ୍ତବ୍ୟ ନିଷ୍ଠ ହୋଇ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି। କରୋନା ସମ୍ପର୍କିତ ତଥ୍ୟ ଓ ଖବର ଲୋକଙ୍କ ନିକଟରେ ପହଞ୍ଚାଇବାଠାରୁ ଆରମ୍ଭ କରି ଜନସଚେତନତା ସୃଷ୍ଟି ଦିଗରେ ସେମାନଙ୍କ ଉଦ୍ୟମ ଅତୁଳନୀୟ। ଏହି ପରିପ୍ରେକ୍ଷୀରେ ଓଡ଼ିଶା!-->…