ଧଳାଜହର ମାୟାରେ ଭଦ୍ରକର ଯୁବପିଢି
ଭଦ୍ରକ: ଭଦ୍ରକରେ ଧଳାଜହର ରୂପୀ ବ୍ରାଉନସୁଗାର ଯୁବଗୋଷ୍ଠୀକୁ ଏଭଳି ବିପଦଗାମୀ କରିଛି ଯେ ଜଣେ ୧୮/୧୯ ବର୍ଷର ଯୁବକ ଏହାର ଜାଲରେ ପଡି ଘରେ ଗଣ୍ଡଗୋଳ କରିବାରୁ ତାର ପିତା ପୁତ୍ରର ବେକ କାଟିବାକୁ ପଛାଇନଥିଲେ । ତେବେ ଏଭଳି ଅଭାବନୀୟ ଘଟଣା ବର୍ତ୍ତମାନର କରୋନା ସମୟର ସଟଡାଉନବେଳେ ଚର୍ଚ୍ଚାର!-->…