ପୁଣି ସ୍ଥଗିତ ହେଲା ପିପିଲି ଉପନିର୍ବାଚନ
ଭୁବନେଶ୍ବର: ରାଜ୍ୟରେ କରୋନା
ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇ ବିପଜ୍ଜନକ ସ୍ଥିତିରେ ପହଞ୍ଚିଲାଣି । ଏହାକୁ ନେଇ ପିପିଲି ଉପନିର୍ବାଚନ
କିପରି ହେବ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା । ଆସନ୍ତା 16 ତରିଖରେ ପିପିଲି ଉପନିର୍ବାଚନ
କରାଯିବାକୁ ସ୍ଥିର ହୋଇସାରିଥିଲା । ହେଲେ!-->!-->!-->…