କରୋନାରେ ବିବାହ ଉତ୍ସବ ଆୟୋଜନ ନ କରିବାକୁ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ଅନୁରୋଧ
ପାଟନା: ଦେଶରେ କରୋନା ସଂକ୍ରମଣ
ଅଣାୟତ ହୋଇପଡ଼ିଥିବା ବେଳେ, ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟବାସୀଙ୍କୁ ସତର୍କ ରହିବାକୁ
ଅନୁରୋଥ କରିଛନ୍ତି । ସେ କହିଛନ୍ତି ଯେ, ‘‘ଏଭଳି ପରିସ୍ଥିତିରେ କେହି ବିବାହ ଉତ୍ସବ ଆୟୋଜନ ନକରିବା
ଆବଶ୍ୟକ । ଏକାଠି ବହୁଲୋକଙ୍କ ସମାଗମ ହେଲେ!-->!-->!-->…