କୋଟିଏ ଟଙ୍କାର ଗଞ୍ଜେଇ ଚାଲାଣ, ଜଣେ ଗିରଫ
ଲମତାପୁଟ: ଟ୍ରକ୍ରେ ବୋଝେଇ ହୋଇଥିଲା ପଣସ ଓ କଦଳୀ ଉପରକୁ ଦେଖିବାକୁ ସବୁ ଠିକ୍ଠାକ୍ ଥିଲା । କିନ୍ତୁ ଭିତରେ ଥିଲା ଗଞ୍ଜେଇ । ଏମିତି ଭାବେ ୧ କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ମାଛକୁଣ୍ଡ ପୋଲିସ । ଜଳାପୁଟର ଜବାଗଡ଼ରୁ ଏକ ଟ୍ରକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ!-->…