3 ବର୍ଷ ଜେଲ୍ ପରେ ପୁଣି ରାଜନୀତିରେ ଲାଲୁଙ୍କ ଏଣ୍ଟ୍ରି: ଆସନ୍ତା 9 ରେ କରିବେ ଭର୍ଚୁଆଲ୍ ମିଟିଙ୍ଗ୍
ବିହାର: ଦୀର୍ଘ 3 ବର୍ଷ ପରେ ଜେଲ୍ରୁ ବାହାରିଛନ୍ତି
ଆର୍ଜେଡି ନେତା ତଥା ଆର୍ଜେଡି ରାଷ୍ଟ୍ରିୟ ସଭାପତି ଲାଲୁ ପ୍ରସାଦ ଯାଦବ । ଆସନ୍ତା ମେ‘ 9
ତାରିଖରେ ସେ ବିଧାୟକ ଓ ଦଳୀୟ କର୍ମୀଙ୍କ ସହ ଆଲୋଜନା କରିବେ । ଏଥି ସହ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କ ସହ ଏକ ଭର୍ଚୁଆଲ!-->!-->!-->…