କଡ଼ାକଡ଼ି ହେଲା ଚେକିଂ; ଏଥର ଆଉ ଆଇକାର୍ଡ଼ ଦେଖାଇ ବୁଲିପାରିବେନି ଅମାନିଆ
ଭୁବନେଶ୍ବର: କରୋନା ମହାମାରୀର ଏହି ଯୁଦ୍ଧକାଳୀନ ପରିସ୍ଥିରେ ଅଣାୟତ ହୋଇଥିବା ସଂକ୍ରମଣକୁ ଆୟତକୁ ଣିବାକୁ ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି । ହେଲେ ଏହି ଲକ୍ଡାଉନରେ ଆଇଡି କାର୍ଡ଼ ଦେଖାଇ ବାହାରେ ବୁଲିବାରେ ମାତିଛନ୍ତି କିଛି ଅମାନିଆ ଦଳ । ଏହାକୁ ନଜରରେ ରଖି ଶନିବାର!-->!-->!-->…