ସାଲେପୁରରେ ଚିତା ବାଘ!
ସାଲେପୁର: ଚିତାବାଘକୁ ନେଇ ଏବେ ସାଲେପୁର ଅଞ୍ଚଳର ୫ଖଣ୍ଡ ଗାଁରେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଜି ମଧ୍ୟାହ୍ଣରେ ନାନ୍ଦୋଳ ବଜାର ନିକଟରେ ଥିବା ଗହିର ବିଲରେ ଏକ ଚିତା ବାଘ ବୁଲୁଥିବାର ସ୍ଥାନୀୟ ଲୋକେ ଦେଖି ସୋସିଆଲ୍ ମିଡିଆରେ ଏହାର ଭିଡ଼ିଓ ଭାଇରାଲ୍ ହେବାପରେ ବାଘ!-->…