ଲକ୍ଡାଉନକୁ ନେଇ ଫାଇଦାରେ ବ୍ୟବସାୟୀ
ପୁରୀ : ନିମାପଡା ଅଂଚଳରେ ଖାଉଟି ଦ୍ରବ୍ୟର ଦର ଆକାଶ ଛୁଆଁ ହୋଇଥିବା ବେଳେ ବ୍ୟବସାୟୀମାନେ ନାଲିଆଖି ଦେଖାଇ ଗ୍ରାହକଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦାମ୍ ନେଉଛନ୍ତି । କୌଣସି ଗ୍ରାହକ ପ୍ରତିବାଦ କଲେ ସାମଗ୍ରୀ ମିଳିପାରୁ ନାହିଁ । ବିଭିନ୍ନ ଦ୍ରବ୍ୟ ଉପରେ ବ୍ୟବସାୟୀମାନେ ମନଇଛା!-->…