ରାଜ୍ୟରେ ଦୈନିକ ସଂକ୍ରମଣ 10 ହଜାରରୁ 9 ହଜାର ଖସିଲା
ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ସଂକ୍ରମଣରେ ୧୦ ହଜାରରୁ ଖସି ୯ ହଜାରରେ ଅହଞ୍ଚିଛି । ଲଗାତାର ୫ ଦିନ ଧରି ସଂକ୍ରମଣ ୧୦ ହଜାରରୁ ଉର୍ଦ୍ଦ୍ବରେ ଥିବା ବେଳେ ତାହା ତଳକୁ ଖସିଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୭୯୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।!-->…