ମେ ୨୬ରେ ପ୍ରଥମ ଚନ୍ଦ୍ର ଗ୍ରହଣ
ନୁଆଦିଲ୍ଲୀ: ଚଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଚଳିତ ମାସ ୨୬ ତାରିଖରେ ଦୃଶ୍ୟମାନ ହେବାକକୁ ଯାଉଛି । ଏହା ସମ୍ପୁର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ । ୨୦୧୯ଜାନୁଆରୀ ୨୧ ତାରିଖ ପରେ ଏହା ପ୍ରଥମ ପୁର୍ଣ୍ଣ ଗ୍ରହଣ ହେବାକୁ ଯାଉଛି । ଗ୍ରହଣ ସମୟରେ ଚନ୍ଦ୍ର ଲୋହିତ ହଳଦିଆ ରଙ୍ଗରେ ଦେଖାଯାଉଥିବାରୁ!-->…