ସାତଦିନରେ ବଢିଲାଣି ପେଟ୍ରୋଲ ୧ଟ.୬୫, ଡିଜେଲ୍ ୧ଟ .୮୮
ନୂଆଦିଲ୍ଲୀ: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ପରେ ଏବେ ପୁଣି ପେଟ୍ରୋଲ ଓ ଡିଜେଲର ଦୈନଦିନ ମୂଲ୍ୟ ବଢିବାରେ ଲାଗିଛି । କ୍ରମାଗତ ସପ୍ତମ ଦିନରେ ପେଟ୍ରୋଲ ଓ ଡିଜେଲ୍ର ଲିଟର ପିଛା ମୂଲ୍ୟ ଆଜି ୨୫ ପଇସା ଲେଖାଁଏ ବଢିଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ୭ ଦିନ!-->…