୪୦ରୁ ଅଧିକ ଦେଶ ଭାରତକୁ ସହାୟତା କରିବେ
ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁର ୨ୟ ତରଙ୍ଗ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ଦୈନିକ ସଂକ୍ରମଣ ୪ ଲକ୍ଷ ନିକଟତର ହୋଇଥିଲାବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ପାର୍ କରିଛି। ଦେଶରେ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀଙ୍କୁ ଅମ୍ଳଜାନ ମିଳୁନାହିଁ। ରେମଡେସିଭିର ଭଳି!-->…