ଜେଲରୁ ଛାଡ ପାଇଲେ ଲାଲୁ
ନୂଆଦିଲ୍ଲୀ: ରାଞ୍ଚି ଉଚ୍ଚ ନ୍ୟାୟାଳୟ ମଞ୍ଜୁର କରିଥିବା ଜାମିନର ସମସ୍ତ ଆନୁଷଙ୍ଗିକ ଆଇନଗତ ଦିନ ପୂରଣ କରିବା ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଲାଲୁ ପ୍ରସାଦ ଯାଦବ ଗୁରୁବାର ଜେଲରୁ ଛାଡ ପାଇଛନ୍ତି । ଲୁଲୁ ପ୍ରସାଦ ଝାଡଖଣ୍ଡର ରାଞ୍ଚିସ୍ଥିତ ଡୁମକା ଟ୍ରେଜେରୀ ମାମଲାରେ ଉଚ୍ଚ!-->…