ସ୍ୱାମୀ, ସ୍ତ୍ରୀଙ୍କ ସହ ଶିଶୁ କନ୍ୟାର ମୃତଦେହ ଜବତ; ମୃତ୍ୟୁର କାରଣ ପାଉନି ପୋଲିସ୍
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅଧୀନସ୍ତ ବଣାଇ ଅଂଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛିି । ଏଥିରେ କୋଇଡ଼ା ଥାନା ମସଜିଦ ଗଳିରେ ଥିବା ଏକ ବନ୍ଦ ଘର ଭିତରୁ ପରିବାରର ଜଣେ ମହିଳାଙ୍କ ସହିତ ଏକ ୩ବର୍ଷ ବୟସ ଝିଅର ମୃତଦେହ ଉଦ୍ଧାର କରାଯାଇଛି । ଏଥି ସହିତ ସେହି ଘରଠାରୁ!-->…