ଟିକାକରଣ ପ୍ରମାଣପତ୍ରରେ ମୋଦୀଙ୍କ ଫଟୋକୁ ନେଇ ଆପତ୍ତି ଉଠାଇଲେ ଜେଏନୟୁର ପୂର୍ବତନ ପ୍ରଫେସର

ଦେଶରେ ମେ ୧ ତାରିଖରୁ ୨ୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ପଞ୍ଜାବ ବିଶ୍ଵବିଦ୍ୟାଳୟର ପୂର୍ବତନ ଡିନ୍‌ ତଥା ​‌ଜେଏନୟୁର ପୂର୍ବତନ ପ୍ରଫେସର ଚମନଲାଲ ମୋଦୀଙ୍କ ଫଟୋ ଉପରେ ଆପତ୍ତି ଉଠାଇବା ସହିତ ଟିକା ନେବାକୁ ମନା କରିଦେଇଛନ୍ତି।

ଭିଜିଲାନ୍ସ ଜାଲରେ ତହସିଲଦାର

ଫୁଲବାଣୀ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢୀ। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଗିରଫ କରିଛି। ମଣ୍ଡାକିଆର ସେନାପତି ପ୍ରଧାନଙ୍କ ଜବତ ଟ୍ରାକ୍ଟରକୁ ମୁକ୍ତ କରିବା

କରୋନାରେ ସମ୍ବାଦିକ ମାନଓ ରଞ୍ଜନ ଜୟପୁରିଆଙ୍କ ଦେହାନ୍ତ

ଭୁବନେଶ୍ୱର: କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ଏକ ଘରୋଇ ଚ୍ୟାନେଲରେ କାର୍ଯ୍ୟରତ ଥିଲେ ମାନସ ରଞ୍ଜନ । କରୋନା ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ । ଦେହ ଖରାପ ହେବାରୁ ସେ କିଛି ଦିନ ତଳେ ସେ ଦିଲ୍ଲୀରୁ ନିଜ ବାସ ସ୍ଥାନ ସମ୍ବଲପୁୂରକୁ ଫେରି ଥିଲେ । ସେଠାରେ ତାଙ୍କର ପରଲୋକ

୩୦ ମିନିଟରେ କରୋନା ରୋଗୀଙ୍କ ବିଲ୍‌ ମଞ୍ଜୁର କରିବାକୁ ବୀମା କମ୍ପାନୀଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: କରୋନା ରୋଗୀ ଡାକ୍ତରଖାନାରୁ ଡିସଚାର୍ଜ ହେବାରେ ବିଳମ୍ବ ହେଉଛି। ଏହାର କାରଣ ହେଉଛି ବୀମା କମ୍ପାନୀଗୁଡ଼ିକ ସେମାନଙ୍କ ବିଲ୍‌ ମଞ୍ଜୁର କରିବାରେ ବିଳମ୍ବ କରୁଛନ୍ତି। ଫଳରେ ଅନ୍ୟ ରୋଗୀଙ୍କୁ ଶଯ୍ୟା ପାଇଁ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ତେବେ ଏହି ସମସ୍ୟାର ସମାଧାନ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ସଂକ୍ରମିତ

ଜୟପୁର : ସାରା ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଧ୍ୟ ସଂକ୍ରମିତ ହୋଇ ସାରିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଗୁରୁବାର ଟ୍ୱିଟ କରି ସୂଚନା ଦେଇଛନ୍ତି। ଗୋଟିଏ ଦିନ

ନିଜ ନାଗରିକଙ୍କୁ ଆମେରିକାର ପରାମର୍ଶ- ଯେତେଶୀଘ୍ର ପାରୁଛ ଭାରତ ଛାଡି ପଳାଅ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଭୀର ଚିନ୍ତା ପ୍ରକଟ କରିଛି ଆମେରିକା ପ୍ରଶାସନ। ସେ ଦେଶର ନାଗରିକ ତୁରନ୍ତ ଭାରତ ଛାଡି ପଳାଇବାକୁ ଆମେରିକା ପକ୍ଷରୁ ପରାମର୍ଶ ଦିଆଯାଇଛି। ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ଦିଆଯାଉଥିବା

ଦେଶରେ ଦିନକରେ ୩,୭୯,୨୫୭ ନୂଆ ସଂକ୍ରମିତ; ୩୬୪୫ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ। ଗତକାଲି ଗୋଟିଏ ଦିନରେ ଦେଶରେ ୩,୭୯,୨୫୭ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮୩ ଲକ୍ଷ ୭୬ ହଜାର ୫୨୪କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରୁ ୧ କୋଟି

କରୋନା ଭୟ ପାଇଁ ଦିନରେ ଗାଁ ଛାଡି ଜଙ୍ଗଲକୁ ପାଳାଉଛନ୍ତି ଲୋକମାନେ

ଜୟପୁର: କରୋନା ଭୟ ପାଇଁ ଦିନରେ ଗାଁ ଛାଡି ପାଳାଉଛନ୍ତି ଲୋକମାନେ । ଆଉ ସନ୍ଧ୍ୟାରେ ପୁଣି ଗାଁ କୁ ଫେରି ଆସୁଛନ୍ତି । ରାତି କାଟିବା ପରେ ସକାଳ ହେଲେ ପୁଣି ଜଙ୍ଗଲକୁ ଯାଉଛନ୍ତି । ଜଙ୍ଗଲରେ ଦିନ ଯାକ ରୋଷେଇ କରି ହୋମ ଯଜ୍ଞ କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି

୩,୬୦ଲକ୍ଷ ଆକ୍ରାନ୍ତ : ୩୨୯୩ ମୃତ

ନୂଆଦିଲ୍ଳୀ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଆଜି ୩ଲକ୍ଷ ୬୦ ହଜାର ଅତିକ୍ରମ କରିଥିଲା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୩ହଜାର ପାର ହୋଇଛି । ଆଜି ଦିନକରେ ୩,୬୦,୯୬୦ କରୋନା ଭୂତାଣୁ ଜନିତ ନୂତନ ସଂକ୍ରମଣ ଓ ୩,୨୯୩ଜଣଙ୍କ ମୃତ୍ୟୁ ଘଟିଥିବା ରେକର୍ଡ କରାଯାଇଛି । ଗତ

ଦିନକରେ ୮୩୮୬ ଆକ୍ରାନ୍ତ

ଭୁବନେଶ୍ୱର: ଗତ ଏକ ସପ୍ତାହଧରି ରାଜ୍ୟରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ସ୍ଥିର ରହିବା ପରେ ପୁଣି ଉଗ୍ର ମୂହାଁ ହୋଇଛି । ଆଜି ଦିନକରେ ରାଜ୍ୟରେ ପୁଣି ୮୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୮୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା